ପରିବା ଚାଷୀଙ୍କ ପାଇଁ କାଳ ହେଲା ବାତ୍ୟା ୟଶ୍.....ୟଶ୍ ପ୍ରଭାବରେ ନଷ୍ଟ ହୋଇଯାଇଛି ଏକରଏକର ପରିବା ଚାଷ.....ଭାଙ୍ଗିଯାଇଛି ଚାଷୀର ମେରୁଦଣ୍ଡ....ଆଉ ଧାର କରଜ କରି ଚାଷ କରିଥିବା ପରିବା ଚାଷୀ ଏବେ ଚିନ୍ତାରେ
#ArgusNews #Odisha #NewsChannel #ArgusNewsTV #Vegitable_Farmer #Cyclone_Impact