ମତେ ଦୁନିଆକୁ ଡ଼ର ଲାଗେନି। ଆକାଶକୁ ଟେକା ମାରି ଫଟେଇଦେବାକୁ ଇଚ୍ଛା ହୁଏ। ପାଦ କଚାଡି ମାଟିକୁ ଦି’ ଫାଳ କରି ଦେବାକୁ ମନ ହୁଏ। ସାଥିରେ ବାପା ଥିଲେ, ଏ ସବୁ ମତେ ଭାରି ସହଜ ଲାଗେ। ହେଲେ ବାପା ନ ଥିଲେ ଫୋନର ଗୋଟାଏ ରିଂ ବି ଚମକେଇ ଦିଏ ଛାତିକୁ। ବାପା ତୁମେ ନ ଥିଲେ, କିଏ ଚିହ୍ନନ୍ତା ଏ ମଣିଷଟାକୁ।
#hearttouchingstory #father #cycle #childhoodmemories #smallstory #odiastory #fatherstory #odisha #argusnews