ପୁରା ପରିବାର ସାହାଯ୍ୟ ଟିକେକ୍ ଲାଗି ଦୁଆରଦୁଆର ଘୁରି ବୁଲୁଛନ୍ ...କ୍ୟାନସର ପିଡିତ କେ ବଚାବାର୍ ଲାଗି ଭିଖ୍ ଥାଲି ଧରିକରି ମାଗୁଛନ୍ ସହାୟତା। ସୁବର୍ଣ୍ଣପୁର ବିରମହାରାଜପୁର ବ୍ଲକ ହନୁମାନପାଲି ଗାଁନେ ଦେଖିବାକେ ମିଲିଛେ ଏନ୍ତା ଘଟନା। କ୍ୟାନସର ପିଡିତ ସୌମେତ୍ରୀଙ୍କର ଲାଗି ଭିକ୍ଷାବୃତ୍ତି କରୁଛନ୍ ପୁରା ପରିବାର ।
#ArgusNews #Odisha #ArguNewsTV #sambalpur