ବାପା ହେଉଛନ୍ତି ସନ୍ତାନର ଚଳନ୍ତି ଠାକୁର । କଥାରେ ଅଛି ବାପା ନାହିଁ ଯାହାର ଏ ଦୁନିଆ ତା ପାଇଁ ଅନ୍ଧାର । ବାପାଥିଲେ ପାଖରେ ଭୟ ଲାଗେନା କି ଚଲାପଥରେ କେବେ କଣ୍ଟା ଆସେନା । କାନ ଧରି ଜୀବନ ରାସ୍ତାରେ ଆଗକୁ ବଢାଇବାକୁ ଶକ୍ତି ଦେଉଥିବା ଦରଦୀ ହୃଦୟ କେବଳ ବାପାର ହିଁ ରହିଥାଏ ।
#father #God #child #Odisha #ArgusNews