ବାବା ଭୈରବ ମହାଦେବଙ୍କର୍ ବାଲି ଯାତ୍ରା ଆର୍ ଝାମୁ ଯାତ୍ରା 9 ଦିନ ଧରିକିନା ମନାଯାଇସି । ଆଦିବାସୀ ସଭ୍ୟତା ସଂସ୍କୃତି ଆର୍ ପରମ୍ପରାନେ ଦେବତା ବୁଢ଼ାରଜା ବୀର ବାଦ୍ୟ ଘୁମୁରାର୍ ତାଳେ ତାଳେ ନାଚି, ପ୍ରଜାକୂଳକେ ଚାଷ କାମ୍ ଶିଖେଇଥିଲେ ।
#Kalahandi #jhamujatra #festival #COVID19 #Odisha #ArgusNews