ଇଏ ହେଉଛନ୍ତି ଗାଙ୍ଗମଣି ଜେନା, ବୟସ ୧୭ । ପାଠ ପଢ଼ିବା ବୟସରେ ସେ ମାର୍କେଟରେ ବସି ପରିବା ବିକ୍ରି କରୁଛନ୍ତି । ଦାରିଦ୍ର୍ୟ ଭିତରେ ବଞ୍ଚିବାର ରାହା ଖୋଜୁଛନ୍ତି ଗଙ୍ଗାମଣି । ପରିବାର କହିଲେ ରୋଗୀଣା ମାଆର ସାହାରା ପଲଟିଛନ୍ତି ।
#Gangamani #students #market #Odisha #ArgusNews