ବାତିଲ ହୋଇପାରେ ବାରବାଟିରେ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ T20 ମ୍ୟାଚ! । ଫେବ୍ରୁଆରୀ ୧୫ରେ ହେବାକୁ ଥିଲା ମ୍ୟାଚ୍ । ଭେନ୍ୟୁ ପରିବର୍ତ୍ତନ ପାଇଁ BCCIକୁ ଚିଠି କଲା BCCIର ଟୁର ଏବଂ ଫିକ୍ଚର ଟିମ୍ । କୋଭିଡ ସ୍ଥିତିକୁ ଦେଖି ଭେନ୍ୟୁରେ ପରିବର୍ତ୍ତନ କରିବା ପାଇଁ ଚିଠି କରିଥିବା ସୂଚନା ।
#Cuttack #barabati #T20Match #canceled #CovidPandemic #Odisha #ArgusNews