କଟକ ବାରବାଟୀ ଷ୍ଟାଡିୟମ୍ ପରିସରେ କଟକଣା ଭିତରେ ସ୍ଵାଧୀନତା ଦିବସ ପାଳନ କରିବ ଜିଲ୍ଲା ପ୍ରଶାସନ । ରବିବାର ସଟଡାଉନ ରହିଥିବାରୁ ସହରରେ ପୂର୍ବ ଭଳି ପୋଲିସର ପହରା ରହିବ । ଖାସ୍ କରି ଷ୍ଟାଡିୟମ ବାହାରେ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି କହିଛନ୍ତି କଟକ ଡି ସି ପି ପ୍ରତୀକ ସିଂ।
#ArgusNews #Odisha #Cuttack #IndependenceDay #paradepractice