କରୋନା କଟକଣା ପାଇଁ ଫିକା ପଡ଼ିଛି ନୂଆବର୍ଷ ପାଳନ । ବାରିପଦାରେ ମନ୍ଦିର ଖୋଲାଥିବାରୁ ସକାଳୁ ସକାଳୁ ଦେବ ଦର୍ଶନ କରି ନୂଆବର୍ଷକୁ ଆରମ୍ଭ କରୁଛନ୍ତି ଲୋକେ । ସହରର ଜଗନ୍ନାଥ ମନ୍ଦିର , ଅମ୍ବିକା ମନ୍ଦିର ସହ ଅନ୍ୟାନ୍ୟ ମନ୍ଦିରରେ ଲୋକଙ୍କ ଭିଡ଼ ଲାଗୁଛି ।
#NewYear #Baripada #templeOpen #Odisha #ArgusNews