ବାରିପଦା ସହର ର ୨୦ନମ୍ବର ଓ୍ବାର୍ଡ ଅଞ୍ଚଳରେ ବିଜେଡି କର୍ମୀ ଟଙ୍କା ବାଣ୍ଟୁଥିବା ବେଳେ ଧରିଲେ ସ୍ଥାନୀୟ ବାସିନ୍ଦା। ତଳେ ପଡିଥିବା ଟଙ୍କାକୁ ଛାଡି ତରବରିଆ ଭାବେ ସେଠୁ ବ୍ୟାଗ ଉଠାଇ ଚମ୍ପଟ ମାରିଥିଲେ ବିଜେଡି କର୍ମୀ ।
#Baripada #BJD #BJDWorker #Distributemoney #LocalPeople #Odisha #ArgusNews