#ବାର_ବର୍ଷର_ତପ_ଗଲା_ସୁକୁଆ_ପୋଡାରେ
ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡାଙ୍କ ବିସ୍ପୋରକ ବୟାନ । ପୁଣି ହୋଇପାରେ ମୂଳରୁ ତଦନ୍ତ । ସାରା ରାଜ୍ୟବାସୀ ତଦନ୍ତ ଉପରେ ନଜର ପକାଇଥିବା ବେଳେ ଏଡିଜିଙ୍କ ଏହି ବୟାନ୍ ୧୨ ବର୍ଷର ତପ ସୁକୁଆ ପୋଡାରେ ଗଲା ପରି ଲାଗିଛି ।
#ParalakhemundiACF #ACFDeathOdisha #Soumyaranjan #Bidyabharti #ACFMurder #Gajapati #CrimeBranch #ArgusNews #Odisha