ବାଲିଘାଟ ବନ୍ଦ ପାଇଁ ଉପଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଘେରାଉ । ଆନନ୍ଦପୁର ଉପଖଣ୍ଡ ସରେଇଁ ଗ୍ରାମର କୁଶେଇ ନଦୀରୁ ବାଲି ଉଠାଣକୁ ବିରୋଧ କରି ସରେଇଁ ଗ୍ରାମବାସୀ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଘେରାଉ କରିଛନ୍ତି।
#Anandpur #villagers #protest #illegal #Sandloot #Odisha #ArgusNews