ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରଗରମ । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବଢୁଛି । ଡୋର ଟୁ ଡୋର ବୁଲି ପ୍ରଚାର କରୁଛନ୍ତି ଆଶାୟୀ ପାର୍ଥି ଓ ପ୍ରାର୍ଥୀନୀ । ଏହାରି ଭିତରେ ବାଲିପାଟଣା ବ୍ଲକ ଗାରେଡିପାଞ୍ଚଣ ଗ୍ରାମପଞ୍ଚାୟତ ର ଜଣେ ଗୃହିଣୀ ପ୍ରଥମ କରି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସେ ହେଲେ ରାଜଳକ୍ଷ୍ମୀ ଜେନା ।
#Khordha #Balipatna #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews