#ବାଲିଯାତ୍ରା_କମିଟି_ପକ୍ଷରୁ_ଉପଜିଲ୍ଲାପାଳଙ୍କୁ_ଦାବିପତ୍ର
କାର୍ତ୍ତିକ ପୂର୍ଣ୍ଣିମା ଅବସରଥି କୁଚିଣ୍ଡା ସଇଡା କୁଣ୍ଡାପୋଷି ନଦୀନେ ଗଲା ୧୯ ବର୍ଷ ହେବ ବାଲିଯାତ୍ରା ହେଉଛି। ଯାତ୍ରା ସମୟରେ ହଜାରହଜାର ଲୋକଙ୍କ ଭିଡ୍ ହେଇଥଇସି । ହେଲେ ବାଲିଯାତ୍ରା ପଡିଆକୁ ଯାଇଥିବା ରାସ୍ତା ଖରାପ୍ ଥିବାର୍ ଲାଗିର ଯାତ୍ରା ଦେଖିବାକୁ ଆସୁଥିବା ଲୋକେ ଭିନ୍ଭିନ୍ ଅସୁବିଧାର ସାମନା କରୁଛନ୍ ।
#BaliYatra #Committee #NAC #Odisha #ArgusNews