ଏ ବର୍ଷ ମଧ୍ୟ ବନ୍ଦ ହେଲା ବିଶ୍ବ ପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରା । କରୋନା ମହାମାରୀ ପାଇଁ ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି । ଗତ ବର୍ଷ ମଧ୍ୟ କୋଭିଡ଼ ପାଇଁ ବନ୍ଦ ରହିଥିଲା ବାଲିଯାତ୍ରା
#Cuttack #BaliYatra #Odisha #ArgusNews