#ବାଲି_ମାଫିଆଙ୍କ_କବଜାରେ_ବାଲି_ଘାଟ !
ବିପଦରେ ନଦୀବନ୍ଧ । ଗାଁକୁ ସୁରକ୍ଷା ଦେଉଥିବା ବନ୍ଧ ଦେଇ ବାଲିଚାଲାଣକୁ ଗ୍ରାମବାସୀଙ୍କ ବିରୋଧ । ଆନନ୍ଦପୁର ଉପଖଣ୍ଡ ଦେଇ ଯାଇଥିବା ବୈତରଣୀ ନଦୀର ବାଲିଘାଟ ଲିଜକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଗାଁ ରାସ୍ତା ଦେଇ ବାଲି ଚାଲାଣ ହେଲେ ଗାଁ ପ୍ରତି ବିପଦ ସୃଷ୍ଟି ହେବ ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ
#ArgusNews #Odisha #ArgusNewsTV #Keonjhar #Anandapur #sand_issue