ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ସମସ୍ତଙ୍କୁ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଛନ୍ତି । ପୁରୀ ବେଳାଭୂମିରେ ସୁଦର୍ଶନ ଏହି ଆକର୍ଷଣୀୟ ବାଲୁକା ଚିତ୍ରକଳାଟିକୁ କରିଥିବା ବେଳେ ଏଥିରେ ଛୋଟଛୋଟ ଶଙ୍ଖ ଓ ଶାମୁକା ବ୍ୟବହାର ହୋଇଛି
#Puri #SandArt Sudarshan Pattnaik #DurgaPuja #Wishing #puriseabeach #Odisha #ArgusNews