ଖୋର୍ଦ୍ଧା ଜିଲା ବାଲୁଗାଁରେ କାନାରା ବ୍ୟାଙ୍କର ଶାଖା କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। ବ୍ୟାଙ୍କର ଜେନେରାଲ ମ୍ୟାନେଜର ବି.ଏଲ.ମିନା ମୁଖ୍ୟ ଅତିଥିଭାବେ ଯୋଗଦେଇ ଶାଖା କାର୍ଯ୍ୟଳୟକୁ ଉଦ୍ଘାଟନ କରିଥିଲେ।
#ArgusNews #Odisha #Khordha #Balugaon #kanarabank