ବାଲେଶ୍ବରରୁ ୧ କେଜି ଧଳାଜହର ଜବତ । ୧ କେଜି ୫୨ ଗ୍ରାମର ଧଳାଜହର ଜବତ କଲା ଏସଟିଏଫ ଟିମ୍ । ପରିବା ବଜାରରେ ଧଳା ଜହରକୁ ନେଇ ଚାଲିଥିଲା ଡିଲ୍ । ଡିଲ ଚାଲିଥିବା ବେଳେ ଧରିଲା ଏସଟିଏଫ ଟିମ୍ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୧କୋଟିରୁ ଅଧିକ ।
#Balasore #brownsugarseized #STFteam #Odisha #ArgusNews