ବାଲେଶ୍ବରରେ ବନବିଭାଗ ଉପରେ ବଡ଼ ପ୍ରଶ୍ନ । ଲମ୍ବିଚାଲିଛି ବେଆଇନ କରତକାରଖାନାର କଳା ସାମ୍ରାଜ୍ୟ । ଦଲାଲଙ୍କୁ କିଏ ଦେଉଛି ସାହାସ? କେଉଁଠି କେଉଠି ଚାଲୁଛି କାରବାର? ଆମ ଅର୍ଗସ ଟିମ ପହଁଚିଥିଲା ବେଆଇନ କାରବାର ହେଉଥିବା ଠିକଣାରେ ।
#Balasore #ForestDepartment #illegaltransaction #brokers #BlackEmpire #ArgusNews