ଜଣେ ଦୁର୍ଷ୍କମ ପିଢିତା ଗତ କାଲି ରାତିରୁ ବାଲେଶ୍ବର ସଦର ଥାନା ରେ ଅଭିଯୋଗ କରିଥିଲେ ସୁଧା ସଦର ଥାନା ଅଧିକାରୀ ତାଙ୍କ ଏତଲାକୁ ଗ୍ରହଣ କରିନାହାନ୍ତି । ସେ ୨୪ ଘଣ୍ଟା କାଳ ଥାନା ବାରଣ୍ଡାରେ ଅତିବାହିତ କଲାପରେ ମଧ୍ୟ ଥାନା ତରଫରୁ ତାଙ୍କ ଏତଲା କୁ ଗ୍ରହଣ କରାଯାଇ ନାହିଁ
#ArgusNews #Odisha #ArgusNewsTV #Balasore #Rape_Case #Police #FIR