ବାଲେଶ୍ୱର ଜିଲ୍ଲା ଓଡ଼ଙ୍ଗୀ ପଂଚାୟତରେ ଏବେ ପ୍ରାର୍ଥୀଙ୍କର ଚାଲିଛି ମାରାଥନ ପ୍ରଚାର। ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ମାନସ ଦତ୍ତ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ , ସମିତି ସଭ୍ୟ ଓ ୱାର୍ଡ ମେମ୍ବରଙ୍କୁ ନେଇ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ପାଇଁ ନିବେଦନ କରିଛନ୍ତି।
#balasore #campaign #PanchayatElections #BJP #Candidates #Odisha #ArgusNews