ବିଭିନ୍ନ ଯୋଜନା ଓ ସଚେତନତା ସତ୍ତ୍ବେ ରାଜ୍ୟରେ କମିବାର ନାଁ ନେଉଛି ବାଲ୍ୟ ବିବାହ । ଆଉ ଢେଙ୍କାନାଳ ଜିଲ୍ଲାରେ ଏହାର ହାର ବଢିବାରେ ଲାଗିଛି । ରାଜ୍ୟରେ ୨୧ ପ୍ରତିଶତ ରହିଥିବା ବେଳେ ଢେଙ୍କାନାଳରେ ୨୫ ପ୍ରତିଶତ ରହିଛି ବାଲ୍ୟ ବିବାହ
#Dhenkanal #childmarriage #OdishaGovt #ArgusNews