#ବାଲ୍ୟ_ବିବାହ_ମିଛ
ଗଞ୍ଜାମ ବାଲ୍ୟ ବିବାହ ମୁକ୍ତ ନେଇ ଜିଲ୍ଲାପାଳଙ୍କ ବୟାନ ପରେ ଦେଖା ଦେଇଛି ବିବାଦ। ଏନଏଫଏଚସି ରିପୋର୍ଟ କହୁଛି, ଗଲା 6 ବର୍ଷରେ 18 ବର୍ଷରୁ କମ ବୟସରେ ବିବାହ କରିଥିବା ଝିଅ ହେଲେ 7 ପ୍ରତିଶତ । ମାତ୍ର ଗୋଟିଏ ବର୍ଷରେ କେମିତି ହେଲା ଶୁନ ।
#Ganjam #ganjamcollector #balyavivah #NFHCreport #Odisha #ArgusNews