#ଜାଗା_ଦେଲେ_ଘର_ଦେଲେ
#ଏବେ_ତଡିବାକୁ_ଚେତାବନୀ
୩୦ ଆଦିବାସୀ ପରିବାର ଯିବେ କୁଆଡେ?୨୫ ବର୍ଷର ଜାଗା, ଘର ଛାଡିବାକୁ ନାରାଜ୍ । ସରକାର ଦେଇଥିବା ଜମି ପଟ୍ଟା ଚିହ୍ନଟରେ ତ୍ରୁଟି । ୨୫ ବର୍ଷ ପରେ ଜାଗା ଛାଡିବାକୁ ଜମି ମାଲିକଙ୍କ ତାଗିଦ । ବାସହରା ହେବା ଭୟରେ ଆଦିବାସୀ ପରିବାର ।
#ArgusNews #ArgusNewsTV #Odisha #Kalahandi #TribalFamily #Homeless