ବାହାରିନ ଓଡ଼ିଆ ସମାଜ ପାଳିଲା ମକର ସଂକ୍ରାନ୍ତି । ଓଡ଼ିଆ ସଂସ୍କୃତି ର ଅନ୍ୟତମ ମହତ୍ତ୍ବପୂର୍ଣ୍ଣ ପର୍ବ ମକର ସଂକ୍ରାନ୍ତିକୁ ବାହାରିନ ଓଡ଼ିଆ ସମାଜ ଆନୁକୂଲ୍ୟରେ ବହୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି ।
#makarsankranti #makarsankranti2022 #Celebration #odiafestival #bahrain #ArgusNews