#ବାହାରୁ_ଚକ_ଚକ_ଦେଖାଯାଉଥିବା_ଏ_ଏଲଟରେ_ଲାଗିଛି_କେବଳ_ଟିଣ_ଫ୍ରେମ
ରାଜ୍ୟର ସବୁ ଗାଁ ସଂପୂର୍ଣ ବାହ୍ୟ ମଳମୁକ୍ତ ହୋଇଥିବା ତଥ୍ୟ ରଖି କେନ୍ଦ୍ରକୁ ରିପୋର୍ଟ ଦେଇଛନ୍ତି ରାଜ୍ୟ ସରକାର। ହେଲେ ଆଦିବାସୀ ବହୁଳ କୋରାପୁଟର ନାରାୟଣପାଟଣାରେ ବାସ୍ତବତାକୁ କିନ୍ତୁ ଅଲଗା କଥା କହୁଛି
#ArgusNews #Odisha #ArgusNewsTV #Koraput #Narayanpatna #Toilet_Scam #OdishaGovt