#ବାହା_ହେବେ_ବୋଲି_କହି_ଠକିଦେଲେ_ଡାକ୍ତର
ଭାବି ସ୍ୱାମୀ ଘର ଆଗରେ ନବ ବଧୂ ବେଶରେ ଧାରଣା ଦେଇଥିବା କନ୍ୟା ଜଣଙ୍କ ଜିଦ୍ ସେ ତାଙ୍କ ଶାଶୁ ଘରେ ରହିବେ । ଆଉ ଖାସ୍ ସେଇଥିପାଇଁ ବ୍ରହ୍ମପୁର ବ୍ରହ୍ମାନଗର ଦ୍ଵିତୀୟ ଲାଇନଠାରେ ସ୍ୱାମୀର ଘର ଆଗରେ ନବବଧୂ ଧାରଣା ଦେଇଛନ୍ତି ।
#newbride #strike #Dharna #Berhampur #cheated #groom #Odisha #ArgusNews