୩ରଥକୁ ଆଜି ଦକ୍ଷିଣମୋଡ ଦେଇ ସୁସଜ୍ଜିତ କରି ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି କରାଯାଇଛି । ନାକଚଣା ଦ୍ବାର ସମ୍ମୁଖ ଶରଧା ବାଲିକୁ ନେବେ ସେବାୟତ ଓ ପୋଲିସ । ରଥଯାତ୍ରା ପରଠାରୁ ୩ରଥ ଉତ୍ତରମୁହାଁ ହୋଇ ରହିଥାନ୍ତି ।
#ArgusNews #ArgusNewsTV #Odisha #Puri #RathYatra2021