ବାହୁଡିଲେ ମହାବାହୁ । ନବଦିନାତ୍ମକ ଲୀଳା ଖେଳା ସାରି ଜନ୍ମବେଦୀରୁ ଫେରିଲେ କାଳିଆ ସାଆନ୍ତ । ସିଂହଦ୍ବାରରେ ଲାଗିଲା ତିନି ରଥ । ରଥଯାତ୍ରା ପରି କରୋନା କଟକଣା ଯୋଗୁ ବଡ଼ଦାଣ୍ଡରେ ନଥିଲେ ଭକ୍ତ । ଟିଭିରେ ଭାବର ଠାକୁରଙ୍କୁ ଦେଖି ଭାବବିହ୍ବଳ ହୋଇଥିଲେ ଶ୍ରଦ୍ଧାଳୁ ।
#ArgusNews #Odisha #Puri #RathYatra2021