ଜାତୀୟସ୍ତରରେ ସୁନାମ ଅର୍ଜନ କରିଛନ୍ତି ନବରଙ୍ଗପୁରର ବୋହୁ । ଛତିଶଗଡ଼ ରାୟପୁର ଠାରେ ଆୟୋଜିତ ଜାତୀୟ ସ୍ତରର ଗ୍ରାଣ୍ଡ ବିଉଟି ଆୱାର୍ଡ ସୋରେ ଦେଶର ଶ୍ରେଷ୍ଠ ମେକଅପ ଶିଳ୍ପୀ ଭାବେ ପ୍ରସଂଶିତ ହୋଇ ବଢ଼ାଇଛନ୍ତି ଗୌରବ । ନବରଙ୍ଗପୁର ଗାନ୍ଧୀନଗରର ବୋହୁ ରିଜବାନା ବାନୋଙ୍କୁ ନେଇ ଏବେ ନିରାଶାରେ ଥିବା ବିଉଟି ଇଣ୍ଡଷ୍ଟ୍ରିରେ ସୃଷ୍ଟି ହୋଇଛି ଆଶାର ଝଲକ । ନିଜ ଘରେ ଛୋଟ ଏକ ପାର୍ଲରରୁ ଯାତ୍ରା ଆରମ୍ଭ କରି ଏତେ ବଡ଼ ସଫଳତା ପାଇଥିବାରୁ ଖୁସି ପ୍ରକଟ କରିଛନ୍ତି ରିଜବାନା ଓ ଶୁଭେଛୁ ।
#GoodNews #nabarangpur #butipalar #makeup #Odisha #ArgusNews