#ବିକଳାଙ୍ଗ_ଅବସ୍ଥାରେ_ଇ_ଡେସପାଚ_ପୋର୍ଟାଲ
ବିକଳାଙ୍ଗ ଅବସ୍ଥାରେ ଇ-ଡେସପାଚ ପୋର୍ଟାଲ । ଗୁରୁତ୍ଵପୂର୍ଣ୍ଣ ଚିଠି ଅପଲୋଡ କରୁନାହାନ୍ତି ଅର୍ଦ୍ଧାଧିକ ବିଭାଗ । କଣ ଲୁଚାଇବା ପାଇଁ ଚାହୁଁଛନ୍ତି ରାଜ୍ୟ ସରକାର । ସବୁ ଚିଠି ଅପଲୋଡ କଲେ ଖୋଲି ଯିବ କି ବିଭିନ୍ନ ସରକାରୀ ବିଭାଗରେ ହେଉଥିବା ଦୁର୍ନୀତି ଓ ଭ୍ରଷ୍ଟାଚାରର ପୋଲ ।
#edespatch #Upload #letters #CMOOdisha #Odisha #ArgusNews