କୋରପୁଟ ଜିଲ୍ଲାରେ ଆରମ୍ଭ ହେଲା ବିକଳ୍ପ ଶିକ୍ଷାଦାନ ବ୍ୟବସ୍ଥା । ଅନଲାଇନ ପାଠ ପଢାରୁ ବଞ୍ଚିତ ହେଉଥିବା ଛାତ୍ରଛାତ୍ରୀ ମାନେ ଏହି ବ୍ୟବସ୍ତାରେ ପାଠ ପଢିପାରିବେ । ଆଦିବାସୀ ଅଧ୍ୟୁଷିତ ପାହାଡ ଜଙ୍ଗଲ ଘେରା ଯୋଗୁଁ ଗାଁ ଓ ବସ୍ତି ଅଞ୍ଚଳରେ ରହୁଥିବା ଗରିବ ପିଲାମାନେ ଅନ୍ଲାଇନ ଶିକ୍ଷାରୁ ସମ୍ପୂର୍ଣ ଭାବେ ବଞ୍ଚିତ ରହୁଛନ୍ତି । ଏସ୍ସିଇଆରଟି ଓ ୟୁନିସେଫ ଆନୁକୁଲ୍ୟରେ ଏହି ପ୍ରୟାସ କରାଯାଇଛି ।
#ArgusNews #ArgusNewsTV #Odisha #Education #koraput #SCRT