ବାଉଁଶ ଭାରରେ ପଡିଛି ପଲିଥିନ ଆଉ ତା ତଳେ ନେଉଛନ୍ତି ଆଶ୍ରୟ। ସୂର୍ଯ୍ୟ ଉଇଁଲେ ଖରାପଡୁଛି, ବର୍ଷା ହେଲେ ପାଣି ଝରୁଛି। କିନ୍ତୁ ଏହାରି ତଳେ ୩୦ରୁ ଉର୍ଦ୍ଧ୍ବ ପରିବାର ନେଇଛନ୍ତି ଆଶ୍ରୟ। ଏହି ଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଳକ ଅନ୍ତର୍ଗତ ଶ୍ୟାମ ସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ଚାଉଳଘେରି ଦେଉରିସାଇ ଗାଁର
#Mayurbhanj #AbasYojana #odisha #ArgusNews