ଆଜି ନାମାଙ୍କନର ଶେଷ ଦିନ । ଚଳିତ ବର୍ଷ ଜିଲାପରିଷଦ ସଭ୍ୟ ଦୌଡ଼ରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ । ବିଶେଷ କରି ଶିକ୍ଷିତ ଯୁବକଙ୍କ ସଂଖ୍ୟା ବୃଦ୍ଧି ସାଙ୍ଗକୁ ନିର୍ବାଚନ ମୈଦାନରେ କିଛି ସାମ୍ବାଦିକ ମଧ୍ୟ ଆଗକୁ ଆସିଛନ୍ତି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ତିନି ନମ୍ବର କୁମୁଲି ଜିଲା ପରିଷଦ ଜୋନରେ ତିନି ପ୍ରମୁଖ ଦଳ ସହ ଦୁଇ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନରେ ନାମାଙ୍କନ ଦାଖଲ କରୁଛନ୍ତି
#koraput #Borigumma #election #nomination #Journalist #ArgusNews