ବିକାଶ କଣ ଜାଣିଲାନି ଗୁଡା ଗାଁ । ପାହାଡ, ଜଙ୍ଗଲରେ ସୀମିତ ରହିଗଲା ଜୀବନ । ନା ଅଛି ଗମନାଗମନ ସୁବିଧା ନା ବିଜୁଳି । ପାହାଡିଆ, ଜଙ୍ଗଲିଆ ରାସ୍ତା ପଡିଛି ଗାଁକୁ । ମଝିରେ ମଝିରେ ପଡେ ଛୋଟ ଛୋଟ ନାଳ । ଯେଉଁଠି ବାଇକ୍ ନେଇ ଯିବା ମୁସ୍କିଲ୍ ଲାଗେ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଜର ଜୁଗସାଏପାଟଣା ପଞ୍ଚାୟତରେ ଅପହଞ୍ଚ ବିକାଶ ।
#Kalahandi #UndevelopedArea #BasicAmenity #backward #Odisha #ArgusNews