ବିକାଶର ବାଟ ଚାହିଁ ଚାହିଁ ନିରାଶ ହେଲେଣି । ଏବେ ସରକାରୀ ସୁବିଧା ପ୍ରତି ଆଉ ନାହିଁ ଆଶା ! କଳାହାଣ୍ଡିର ଭିତରପଣ୍ଡି ବଖାଣୁଛି ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ ନାରାର ବିକଳ ଚିତ୍ର । ନା ଗମନାଗମର ସୁବିଧା ନା ପାନୀୟ ଜଳ ନା ସ୍ବାସ୍ଥ୍ୟ ନା ପାଠ ପଢିବା ପାଇଁ ସ୍କୁଲ କୌଣସି ବି ସୁବିଧା ପହଞ୍ଚି ନାହିଁ ନୀରିହ ଆଦିବାସୀଙ୍କ ପାଖେ
#kalahandi #TribalArea #Odisha #ArgusNews