#ବିକାଶ_ନାମରେ_ହରିଲୁଟ୍
#ଠକି_ଦେଇ_ଠିକାଦାର_ଛୁ
#ପିଚୁ_ରାସ୍ତା_ନିର୍ମାଣ_ପରେ_6ମାସ_ବି_ଗଲାନି
ବିକାଶ ନାମରେ ହରିଲୁଟ୍ । ଠକି ଦେଇ ଠିକାଦାର ଛୁ । ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନାରେ ହୋଇଥିବା ରାସ୍ତାର ହାଲତ୍ ବେହାଲ । 6 ମାସ ଗଲାନି ପିଚୁ ରାସ୍ତା। ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ଠିକାଦାର ପ୍ରୀତି ଯୋଗୁଁ ବୃଦ୍ଧି ପାଉଛି ଜନ ଅସନ୍ତୋଷ ।
#Mayurbhanj #pradhanmantriraminsadakyojana #RoadProblem #Odisha #ArgusNews