#ବିକାଶ_ପାଲଟିଛି_ସାତ_ସପନ
ରାସ୍ତା ଘାଟ, ପାନୀୟ ଜଳ, ବାସଗୃହ ଭଳି ମୌଳିକ ସମାସ୍ୟାରେ ପେସି ହେଉଛନ୍ତି ୧୫ଶହରୁ ଅଧିକ ସ୍ଥାନୀୟ ବାସିନ୍ଦା । ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଳିଅଣା ବ୍ଲକର ମାରାଂତାଣ୍ଡି ଗ୍ରାମପଞ୍ଚାୟତର "ପଳାସବଣୀ" ଗାଁ । ଭୋଟ ବେଳେ ଗାଁରେ ନେତାଙ୍କ ପାଦ ପଡୁଥିବା ବେଳେ ଅନ୍ୟ ସବୁ ବେଳେ ଏମାନେ ଅଲୋଡା ।
#Mayurbhanja #bangiriposi #kuliana #marangtandi #polasabani #devlopment #Election2022 #ArgusNews #Odisha