ସରକାର କହୁଛନ୍ତି ବିକାଶ କର। କିନ୍ତୁ ନେତା କହୁଛନ୍ତି ଟଙ୍କା ଦିଅ। କେନ୍ଦୁଝରରୁ ବିଜେଡି ନେତାଙ୍କ ବିରୁଦ୍ଧରେ ଆସିଲା ସାଂଘାତିକ ଅଭିଯେଗା। ପିସି ନଦେବାରୁ ଧମକ ଦେଇ କାମ ବନ୍ଦ କରାଇ ଦେଇଛନ୍ତି ବିଜେଡି ନେତା। ଆଉ କାମ କଲେ ହତ୍ୟା ଧମକ।
#ArgusNews #ArgusNewsTv #Odisha #Keonjhar #Road_Work #Corruption