ବିକାଶ ବିଷୟକୁ ନେଇ ନିର୍ବାଚନକୁ ଓହ୍ଲାଇବ ବିଜେପି । ଲୋକଙ୍କ ପାଖରେ ପହଁଚାଇବେ ପ୍ରଧାନମନ୍ତ୍ରୀଙ୍କ ବିକାଶମୁଖୀ କାମ । ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଶ୍ରୀମତୀ ଡ଼ି. ପୁରନ୍ଦେଶ୍ୱରୀ ସାମ୍ଵାଦିକ ସମ୍ମିଳନୀରେ ଯୋଗ ଦେଇଛନ୍ତି ।
#DaggubatiPurandeswari #Pressmeet #BJP #Bargarh #Odisha #ArgusNews