ବିକାଶ ନକ୍ସାରୁ ହଜି ଯାଇଛି ଅସନବଣି ଗାଁ । ୨୦୧୧ ମସିହା ଜନଗଣନା ପରଠାରୁ ଅସନବୀନି ଗାଁ ବାଦ ପଡିଛି । ଯେଉଁଥିପାଇଁ ଏଠିକାର ଲୋକେ ମୈାଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ଶୁଣଣ୍ତୁ ଏ ନେଇ କଣ କହୁଛନ୍ତି ସ୍ଥାନୀୟ ବାସିନ୍ଦା
#Mayurbhanj #Shuliapada #Asanbanivillege #Underdevelopment #ArgusNews