#ବିକ୍ରି_ହେବ_ତ_ଖରିଫ୍_ଋତୁ_ଧାନ
#ଅମଳ_ପୂର୍ବରୁ_ଚିନ୍ତା_ଘାରିଲାଣି_ଚାଷୀଙ୍କୁ
ଝାଳବୁହା ପରିଶ୍ରମ କରି ଦିନରାତି ବିଲରେ ଖଟୁଛି ଚାଷୀ । ହେଲେ ଧାନ ବସ୍ତା ବିକ୍ରି ହେଉନଥିବାବେଳେ ଚାଷୀ ପାଉନି ଉଚିତ୍ ମୂଲ୍ୟ । ଧାନ ବସ୍ତା ମଣ୍ଡିରେ ଦୀର୍ଘ ଦିନ ପଡି ରହି ନଷ୍ଟ ହେଉଥିବାବେଳେ ବିକ୍ରି ହେଉନି । ଫଳରେ ଚାଷୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
#Farmer #Kharifseason #sale #Price #Mandi #CmoOdisha #Odisha #ArgusNews