ବିଜନେସ୍ ପାଟନର୍ କରାଇବାକୁ କହି 8 କୋଟି ଠକେଇ । ଘନିଷ୍ଠତା ବଢିବା ପରେ ବ୍ୟବସାୟର ପାର୍ଟନର ହେବାକୁ କହି ଟଙ୍କା ନେଇ ଛୁ ମାରୁଥିଲା । ଏଭଳି ଜଣେ ଠକକୁ ଗିରଫ କରିଛି ମଞ୍ଚେଶ୍ୱର ପୋଲିସ ।
#fraud #businesspartner #Mancheswar #Mancheswarpolice #Arreste #Odisha #ArgusNews