ଗୋବିନ୍ଦକୁ ଖସାଇବା ପାଇଁ ହୋଇଥିଲା ବଡ଼ ଷଡଯନ୍ତ୍ର । ଫେରାର ବେଳେ ବିଦ୍ୟୁତ କାଟ ହୋଇଥିଲା ଥାନାରେ । ଟିଟଲାଗଡ଼ ଏସଡିଓ କହୁଛନ୍ତି ବିଦ୍ୟୁତ କାଟ ସଂପର୍କରେ ସେ ଜାଣିନାହାନ୍ତି । ତାହା ହେଲେ ଠିକ୍ ଗୋବିନ୍ଦ ଫେରାର ବେଳେ କେମିତି ହୋଇଥିଲା ବିଜୁଳି କାଟ ।
#MamitaMurderCase #MamitaMeher #Kalahandi #GovindSahu #police #Crimescenerecreation #JusticeforMamita #ArgusNews