#ବିଜୁ_କାର୍ଡ_ଚଞ୍ଚକତା_ମାରିଦେଲେ_ସରକାର
#ସ୍ବାସ୍ଥ୍ୟ_ସେବା_ନ_ପାଇ_ଆତ୍ମହତ୍ୟା_କରିଦେଲେ_ଦୁଷ୍ମନ୍ତ
ବିଷ ପିଇ ହାତ କାଟିବା ପରେ ବି କଲେନି ଚିକିତ୍ସା
ଗରିବ ବୋଲି ଆଇସିୟୁକୁ ବି ନେଲେନି ଜେନେରାଲ ଓ୍ବାର୍ଡରେ ପକାଇଦେଲେ । ଜଣେ ମା ହରାଇଲା ପୁଅକୁ ,ଜଣେ ପତ୍ନୀ ହରାଇଲେ ତାଙ୍କ ସ୍ବାମୀଙ୍କୁ ଆଉ ଏ କୁନି ଝିଅ ହରାଇଲା ତା ବାପାକୁ ।
#ArgusNews #BijuSwasthyaKalyanYojana #OdishaGovt #OdishaSarkar #SCB CMO Odisha Naba Kisore Da