ବିଜୁ ସ୍ବାସ୍ଥ୍ୟକାର୍ଡ ବାଣ୍ଟିବାକୁ ଆସି ମନ୍ତ୍ରୀ ତୁଷାରକାନ୍ତି ବେହେରା ହଟହଟା । ପୁରୀ ଅସ୍ତରଙ୍ଗ ବ୍ଲକର ତାଣ୍ଡହାର ଗାଁରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଯାଇଥିଲେ ମନ୍ତ୍ରୀ । କିନ୍ତୁ ଲୋକ ତାଙ୍କୁ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ସଂପର୍କରେ ପଚାରିଥିଲେ । ତାଣ୍ଡହାରକୁ ପକ୍କା ସଡ଼କ ପ୍ରତିଶ୍ରୁତି ଦେଇଥିଲେ ବିଧାୟକ । ତେବେ ମନ୍ତ୍ରୀଙ୍କ ସହ ଚେୟାରମ୍ୟାନ ସ୍ୱାଧୀନ ନାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଜୋତିର୍ମୟୀ ଦଳାଇ ସମେତ ବହୁ ବିଜେଡି ନେତାଙ୍କୁ ହଟହଟା ହେବାକୁ ପଡ଼ିଛି
#Puri #Kakatpur #Minister #TusharkantiBehera #Odisha #ArgusNews