#ବିଜେଡ଼ି_ଚାପରେ_ଥାନା_ଅଧିକାରୀ
#ତଦନ୍ତ_ଆଳରେ_ଅଭିଯୁକ୍ତଙ୍କୁ_ଘୋଡାଉଛନ୍ତି_ଘଣ୍ଟ
ବାଲେଶ୍ବର ବଳଙ୍ଗ ନଦୀ ଉପରେ ନିର୍ମିତ ପୋଲର ଜଗୁଆଳ ବିଦ୍ୟାଧର ଦାସକୁ ମରଣାନ୍ତକ ଆକ୍ରମଣ ଘଟଣା। ଅଭିଯୋଗର 12 ଦିନ ପରେବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ପୋଲିସ । ସେପଟେ ପୋଲିସ ଅଭିଯୁକ୍ତ ମାନଙ୍କୁ ଘଣ୍ଟ ଘୋଡ଼ାଥିବା ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି
#Balasore #Attack #BJP #Protest #Odisha #ArgusNews