#ବିଜେଡି_ନେତାଙ୍କ_ମୁହେଁରେ_ତୁଣ୍ଡି
#ପ୍ରଶ୍ନ_କଲେ_ମୁହଁ_ବୁଲାଇ_ପଳାଉଛନ୍ତି_ଦଳର_ହେବିୱେଟ୍
ମମିତା ହତ୍ୟା ମାମଲା ଓ ମହାଲିଙ୍ଗ ଯୌନ କେଳେଙ୍କାରୀ ଅଭିଯୋଗରେ ଚୁପ୍ ବିଜେଡିର ହେବିୱେଟ୍ ନେତା । ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ରଙ୍କ ଲିଙ୍କ ଅଭିଯୋଗ ଆସୁଥିବା ବେଳେ ବିଜେଡି ନେତାଙ୍କ ମୁହଁରେ ତୁଣ୍ଡି । ବହୁଚର୍ଚ୍ଚିତ ଛବିରାଣୀ ଘଟଣାରେ ବିଜୁ ବାବୁ ଦେଇଥିଲେ ସ୍ଲୋଗାନ ।
#mamitamurdercase #justiceformamita #gobindsahu #dibyashankarMishra
#mahalingcollegecase #BJD #Heavyweightleader #Chhabirani #bijupatnaik #Odisha #ArgusNews