ରେଢାଖୋଲରେ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ନିବାଚନ ଆଦର୍ଶ ଆଚରଣ ବିଧି ଉଲଂଘନ କଲେ । ଜୋନ ୨ ର ଜିଲ୍ଲାପରିଷଦ ପ୍ରାର୍ଥି ବିଶ୍ଵରଞ୍ଜନ ପ୍ରଧାନ ବୁଦ୍ଧା ଦମ୍ପତ୍ତି କୁ ଭତ୍ତା ପ୍ରଲୋଭନ ଦେଖାଉଛନ୍ତି ।କୁକୁଡାବାହାଲି ଗାଁରେ ନିବାଚନ ପ୍ରଚାର ସମୟରେ ଭୋଟର ସମ୍ମୁଖରେ ରେଢାଖୋଲ ବିଡିଓ କୁ ଫୋନ କରି "ଭତ୍ତା ଦିଅନ୍ତୁ ନହେଲେ ଆମର ଭୋଟ କଟିବ" ବୋଲି ଜିଲ୍ଲାପରିଷଦ ପ୍ରାର୍ଥି କହୁଛନ୍ତି ।
#Redhakhol #bjd #temptation #bhatta #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews